6 ଏ ବାୟ୍ବେଣିମଃନ୍, ମୁଁୟ୍ ତୁମିମଃନ୍କେ ସିକାଉଁକେ ଇ ସଃବୁ କଃତା ମକେ ନିଜ୍କେ ଆର୍ ଆପଲକେ ଦଃକି ଜାଣତ୍ ବଃଲି କୟ୍ଲେ, ଜଃନ୍କଃରି ଜୁୟ୍ରି ସାସ୍ତରେ ଲେକା ଆଚେ, ସେରି ମାନା ଇତି ତୁମିମଃନ୍କେ ଅଃମାର୍ ତଃୟ୍ ହୁଣି ସିକା, ଆରେକ୍ ଜଃନ୍କଃରି ତୁମିମଃନ୍କାର୍ ବିତ୍ରେ କାକେ ଦଃରି ଗଃର୍ବ କଃରା ନାୟ୍ ଆର୍ କାକେ ଦଃରି ସାନ୍ କଃରାନାୟ୍ । 7 ବଃଲେକ୍ କେ ତୁମିକେ ବଃଡ୍ କଃଲା ଆଚେ ? ଆର୍ ଜୁୟ୍ ଇସ୍ୱରାର୍ ବେଟି ନଃହାଉଆସ୍, ଇରଃକମ୍ କାୟ୍ରି ଆଚେ ? ଜଦି ତୁମି ଦାନ୍ ଦିଲା ହର୍ ହାୟ୍ ଆଚାସ୍, ତବେ ସେରି ଦାନ୍ ନଃହାୟ୍ଲା ହର୍ କାୟ୍କଃରୁକ୍ ଗଃର୍ବ୍ କଃରୁଲାସ୍ ?
8 ତୁମିମଃନ୍କେ କାୟ୍ ସଃବୁ ଲଳାରି ମିଳିସଃର୍ଲିନି ? ଅଃତେକ୍ ବିତ୍ରେ କାୟ୍ ତୁମିମଃନ୍ ମାଜନ୍ ଅୟ୍ଲାସ୍ ? ଅଃମିକ୍ ଚାଡି ତୁମିମଃନ୍ କାୟ୍ ରଃଜା ଅୟ୍ ଆଚାସ୍ ? ହେଁ ତୁମିମଃନ୍ ରଃଜା ଅୟ୍ରିଲେକ୍ ନିକ ଅୟ୍ଲି ହୁଣି, ତଃନ୍ଅଲେ ଅଃମିମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ରାୟ୍ଜ୍ କଃଲୁହୁଣି । 9 କାୟ୍ତାକ୍ବଃଲେକ୍ ମର୍ ଏତୁହଃଳୁଲି ଅଃମାର୍ ହର୍ ପେରିତ୍ ମଃନ୍କେ ଇସ୍ୱର୍ ସେସ୍ ହଃତେକ୍ ସଃଙ୍ଗାୟ୍ ଆଚେ ସଃବୁ ଜଃଗତାର୍ ଆର୍ ଦେବ୍ ଦୁତ୍ ମଃନାର୍ ମୁଏଁ ନିଚଳାୟ୍ ଅଃଉତା ଲକାର୍ କଃରି ସଃଙ୍ଗାୟ୍ ଆଚେ । 10 ଅଃମିମଃନ୍ କ୍ରିସ୍ଟର୍ ଗିନେ ବଃକୁଆ, ମଃତର୍ ତୁମିମଃନ୍ କ୍ରିସ୍ଟକେ ମିସିରିଲାକେ ବୁଦିରିଲାର୍; ଅଃମିମଃନ୍ ଦୁର୍ବୁଳ୍, ମଃତର୍ ତୁମିମଃନ୍ ବପୁକାରି, ତୁମିମଃନ୍ ଜଃଜ୍ମାନାର୍, ମଃତର୍ ଅଃମିମଃନ୍ ହାକ୍ରେ ହିଙ୍ଗ୍ଲାର୍ । 11 ଅଃବେ ହଃତେକ୍ ହେଁ ଅଃମିମଃନ୍ ବୁକେ ଆର୍ ସଃସେ ଆଚୁ, ହାଟ୍ଲା ବଃସ୍ତର୍ ହିନ୍ଦୁଲୁ ଆର୍ ମାଡ୍କାଉଁଲୁ, ଆରେକ୍ ଆସ୍ର ନଃହାୟ୍ ଏଣେ ତେଣେ ବୁଲୁଲୁ 12 [a]ନିଜାର୍ ଆତେ କାମ୍ କଃରୁକଃରୁ କଃସ୍ଟ୍ କଃରୁଲୁ, ଲିନ୍ଦା ହାୟ୍ ଆସିର୍ବାଦ୍ କଃରୁଲୁ, କଃସ୍ଟ୍ ହାୟ୍ ସଃମ୍ବାଳ୍ଲୁ, 13 ବେଗଳ୍ କଃଲେକ୍ ହେଁ ମିସ୍ତା କଃତା କଃଉଁଲୁ; ଅଃବେ ହଃତେକ୍ ଅଃମିମଃନ୍ ଜଃଗତାର୍ କଃଉଆର୍ ହର୍ ଅୟ୍ ଆଚୁ, ସଃବୁଲକ୍ ଅଃମିକ୍ ହାକ୍ରେ ହଃକାୟ୍ ଆଚ୍ତି ।
14 ମୁଁୟ୍ ତୁମିମଃନ୍କେ ଲାଜ୍ କଃରାଉଁକ୍ ଇରି ନଃଲେକି, ମଃତର୍ ମର୍ ନିଜାର୍ ଲାଡାର୍ ହିଲା ବଃଲି ମଃନେକଃରି ତୁମିମଃନ୍କେ ଚେତାୟ୍ ଦେଉଁକେ ଇ ସଃବୁ ଲେକୁଲେ । 15 କାୟ୍ତାକ୍ବଃଲେକ୍ ତୁମିମଃନାର୍ ଜଦି କ୍ରିସ୍ଟର୍ କଃତା ଦଃସ୍ଅଃଜାର୍ ସିକାଉତା ଲକ୍ ରେତି, ଅୟ୍ଲେକ୍ ହେଁ ତୁମିମଃନ୍କାର୍ ଗଟେକ୍ ଉବାଦି; କାୟ୍ତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମୁଁୟ୍ ତୁମିମଃନ୍କେ ନିକ କବୁରେ ପର୍ଚାର୍ କଃରି ତୁମାର୍ ଉବାଦି ହର୍ ଅୟ୍ଲେ ଆଚି । 16 [b]ଇତାର୍ ଗିନେ ତୁମିମଃନ୍କେ ଗଃଉଆରି କଃରୁଲେ, ତୁମିମଃନ୍ ମର୍ କଃତା ମାନା । 17 ଇତାର୍ ଗିନେ ମୁଁୟ୍ ତିମତିକେ ତୁମାର୍ ହାକ୍ ହଃଟାଉଁଲେ, ସେ ମାପ୍ରୁର୍ ତଃୟ୍ ମର୍ ଲାଡାର୍ ମାୟଃନ୍କାରି ହଅ; ଜଃନ୍କଃରି ମୁଁୟ୍ ସଃବୁବାଟ୍ ସଃବୁ ବିସ୍ୱାସି ଦଃଳ୍କେ ସିକାଉଁଲେ, ସେ ରଃକମ୍ ସେ ତୁମିମଃନ୍କେ ମର୍ ଜିସୁ କ୍ରିସ୍ଟର୍ ଜିବନାର୍ ଗୁଣ୍ମଃନ୍ ସଃବୁ ଏତାୟ୍ ଦଃୟ୍ଦ୍ ।
18 ମୁଁୟ୍ ତୁମିମଃନ୍କାର୍ ହାକ୍ ନଃଜଃଉଁଲେ ବଃଲି କୁୟ୍ କୁୟ୍ ଲକ୍ମଃନ୍ ହୁରାହୁରି ଗଃର୍ବ୍ କଃରୁଲାୟ୍ । 19 ମଃତର୍ ଜଦି ମାପ୍ରୁ ମଃନ୍ କଃରେଦ୍, ମୁଁୟ୍ ତୁମିମଃନ୍କାର୍ ହାକ୍ ବେଗି ଆସିନ୍ଦ୍; ଆରେକ୍ ଜୁୟ୍ମଃନ୍ ଗଃର୍ବ୍ କଃରୁଲାୟ୍, ସେମଃନ୍କାର କଃତା ନାୟ୍ ମଃତର୍ ସଃକ୍ତି ମୁୟ୍ଁ ନିଜେ ଜାଣିନ୍ଦ୍ । 20 କାୟ୍ତାକ୍ବଃଲେକ୍ ଇସ୍ୱରାର୍ ରାଇଜ୍ କଃତାୟ୍ ହଃକା ନାୟ୍, ମଃତର୍ ସଃକାତ୍ ଜାଣାହ୍ଳେଦ୍, 21 ତୁମିମଃନ୍କାର୍ ମଃନ୍ କାୟ୍ରି ମୁଁୟ୍ ଡାଙ୍ଗ୍ ଦଃରି ତୁମାର୍ ହାକ୍ ଆସିନ୍ଦ୍ କି ଲାଡ୍ ନଃୟ୍ ଦିର୍ସୁସ୍ତାର୍ ମଃନ୍ ଆତ୍ମା ଦଃରି ଆସିନ୍ଦ୍ ।
<- ୧ କରନ୍ତି 3୧ କରନ୍ତି 5 ->