5 ତୁମିମଃନ୍ ସଃବୁଲକ୍ ବିନ୍ ବାସାୟ୍ କଃତା କଃଉଆ, ଇରି ମର୍ ମଃନ୍, ମଃତର୍ ତୁମିମଃନ୍ ଇସ୍ୱରାର୍ ବାବ୍ବାଣି କଃଉଆ, ଇରି ମର୍ ଅଃଦିକ୍ ମଃନ୍; ଜେ ବିନ୍ ବାସାୟ୍ କଃତା କୟ୍ଦ୍, ସେ ଜଦି ମଣ୍ଡ୍ଳିର୍ ଲାବାର୍ ଗିନେ ବାସାର୍ ଅଃର୍ତ୍ ନଃବୁଜାୟଃଦ୍, ତଃବେ ତାର୍ ବାଦୁଲେ ଜେ ଇସ୍ୱରାର୍ କଃତା କୟ୍ଦ୍ ସେ ବଃଡ୍ । 6 ସେତାକ୍ ଏ ବାୟ୍ବେଣିମଃନ୍, ମୁୟ୍ଁ ଜଦି ତୁମିମଃନ୍କାର୍ ହାକ୍ ଜାୟ୍ ଜାଣାୟ୍ଲା କଃତା, କି ଗିଆନ୍, କି ଇସ୍ୱରାର୍ କଃତା, କି ବାବ୍ବାଣି କଃତା ନଃକୟ୍ଁ ଅଃବ୍କା ବିନ୍ ବାସାୟ୍ ହ୍କା କଃତା କୟ୍ନ୍ଦ୍, ସେତାକ୍ ମୁୟ୍ଁ ତୁମିମଃନ୍କାର୍ କାୟ୍ ଉହ୍କାର୍ କଃରିନ୍ଦ୍ ?
7 ସୁର୍ଲି ଅଃଉଅ କି ବିଣା ଅଃଉଅ, ଜିବନ୍ ନୟ୍ଲା ବାଜାମଃନ୍ ବାଜ୍ଲେକ୍ ହେଁ ଜଦି ବାଜୁଣେ ବିନ୍ ନଃରେୟ୍, ତଃବେ ସୁର୍ଲିଏ କାୟ୍ରି ବାଜୁଲି କି ବିଣାୟ୍ କାୟ୍ରି ବାଜୁଲି, ସେରି କଃନ୍କଃରି ଜାଣା ହଃଳେଦ୍ ? 8 ଆରେକ୍, କମ୍ ଜଦି ନିକକଃରି ନଃବାଜେ, ତଃବେ କେ ଜୁଜ୍ କଃରୁକେ ତିଆର୍ ଅୟ୍ଦ୍ ? 9 ସେରଃକମ୍ ତୁମିମଃନ୍କେ ହେଁ ଜଦି ବିନ୍ବାସାୟ୍ କଃତା ଅଃଉଆସ୍, ତଃବେ କାୟ୍ରି କଃଉଁଲାସ୍, ସେରି କଃନ୍କଃରି ଜାଣାହଃଳେଦ୍ ? କାୟ୍ତାକ୍ବଃଲେକ୍ ଅଃଗାସ୍କେ କୟ୍ଲା ହର୍ ଅୟ୍ଦ୍ । 10 ଅଃଉଁ ହାରେ ଜଃଗତେ ଗାଦାଗଟ୍ ସଃବଦ୍ ଆଚେ, ଆରେକ୍ କୁୟ୍ ସଃବଦ୍ ହେଁ ଅଃର୍ତ୍ ନଃୟ୍ଲାର୍ ନାୟ୍ । 11 ଇତାକ୍, ମୁଁୟ୍ ଜଦି କୟ୍ଲା ଲକାର୍ କଃତାର୍ ଅଃର୍ତ୍ ବୁଜୁକ୍ ସଃକାତ୍ ନାୟ୍, ତଃବେ, ମୁଁୟ୍ ତାର୍ ଗିନେ ବିଦେସିଆ ହଃର୍ ଅୟ୍ନ୍ଦ୍, ଆର୍ ସେ ମର୍ ହାକ୍ ବିଦେସିଆ ହର୍ ଅୟ୍ଦ୍ । 12 ସେରଃକମ୍ ତୁମିମଃନ୍କେ ହେଁ ପବିତ୍ର ଆତ୍ମାର୍ ଦାନ୍ମଃନ୍ ହାଉଁକେ ଲାଗିହଃଳି ରିଲେକ୍ ମଣ୍ଡ୍ଳିର୍ ଉହ୍କାର୍ ଗିନେ ସେ ସଃବୁ ଅଃଦିକ୍ ହାଉଁକେ ଲାଗିହଃଳା ।
13 ବଃଲେକ୍ ଜେ ବିନ୍ ବାସାୟ୍ କଃତା କୟ୍ଦ୍, ସେ ଜଃନ୍କଃରି ସେ କଃତାର୍ ଅଃର୍ତ୍ କଃରୁହାରେ, ଇତାର୍ ଗିନେ ପାର୍ତ୍ନା କଃର । 14 କାୟ୍ତାକ୍ବଃଲେକ୍ ମୁୟ୍ଁ ଜଦି ବିନ୍ ବାସାୟ୍ ପାର୍ତ୍ନା କଃରିନ୍ଦ୍ ତଃବେ ମର୍ ଆତ୍ମା ପାର୍ତ୍ନା କଃରେଦ୍, ମଃତର୍ ମର୍ ବୁଜ୍ତା ସଃକ୍ତି ସେତି ନଃରଃୟ୍ । 15 ତଃବେ କଃର୍ତାର୍ କାୟ୍ରି ? ମୁୟ୍ଁ ମର୍ ଆତ୍ମା ତଃୟ୍ ପାର୍ତ୍ନା କଃରିନ୍ଦ୍; ଆରେକ୍ ବୁଦିର୍ ସଃଙ୍ଗ୍ ପାର୍ତ୍ନା କଃରିନ୍ଦ୍, ମର୍ ଆତ୍ମାୟ୍ ମାପ୍ରୁର୍ ଗିତ୍ କୟ୍ଦ୍, ଆରେକ୍ ବୁଦିର୍ ସଃଙ୍ଗ୍ ହେଁ ମାପ୍ରୁର୍ ଗିତ୍ କୟ୍ଦ୍ । 16 ନୟ୍ଲେକ୍ସଃରି ତୁମି ଜଦି ଆତ୍ମାର୍ ତଃୟ୍ ଦନ୍ୟବାଦ୍ କଃରାସ୍, ତଃବେ ବିନ୍ ଲକ୍ ତୁମାର୍ କଃତା ନଃବୁଜ୍ଲେ କଃନ୍କଃରି ତୁମାର୍ ଦନ୍ୟବାଦ୍ ତଃୟ୍ ଆରେକ୍ ଆମେନ୍ ବଃଲି କଃଉତି । 17 ଜଦି ତୁମି ନିକକଃରି ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲାସ୍ ସଃତ୍, ମଃତର୍ ସେରି ବିନ୍ ଲକାର୍ ଉହ୍କାର୍ ନଃୟ୍ ।
18 ମୁୟ୍ଁ ତୁମାର୍ ସଃବୁର୍ ତଃୟ୍ହୁଣି ଅଃଦିକ୍ ବିନ୍ ବାସାୟ୍ କଃତା କୟ୍ନ୍ଦ୍ ବଃଲି ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ । 19 ଅୟ୍ଲେକ୍ ହେଁ ମୁୟ୍ଁ ଜଃନ୍କଃରି ବିନ୍ ଲକେ ହେଁ ସିକାଉଁ ହାରି, ଇତାର୍ ଗିନେ ମଣ୍ଡ୍ଳିଏ ହଃର୍ ବାସାୟ୍ ଗଃଣୁନାହାର୍ତା କଃତା କଃଉତା ବାଦୁଲେ ବୁଦିର୍ ସଃଙ୍ଗ୍ ହାଁଚ୍ଗଟ୍ କଃତା କଃଉଁକେ ବଃଲ୍ହାୟ୍ନ୍ଦ୍ । 20 ଏ ବାୟ୍ବେଣିମଃନ୍, ବୁଦିଏ ହିଲାହର୍ ନଃଉଆଁ, ମଃତର୍ କଃରାବ୍ ତଃୟ୍ ହିଲାହର୍ ଅଃଉଆ, ମଃତର୍ ବୁଦିଏ ହୁର୍ନ୍ ବଃୟ୍ସାର୍ ଅଃଉଆ । 21 ଦଃର୍ମ୍ସାସ୍ତରେ ଲେକା ଆଚେ,
23 ଆରେକ୍ ହେଁ ସଃବୁ ମଣ୍ଡ୍ଳି ଜଦି ରୁଣ୍ଡ୍ତି ଆର୍ ସଃବୁ ଲକ୍ ବିନ୍ବାସାୟ୍ କଃତା ଅଃଉତି, ଆରେକ୍ ଜେସେହେଁ ଆର୍ ଅବିସ୍ୱାସି ଲକ୍ମଃନ୍ ଆସ୍ତି, ତଃନ୍ଅଲେ ତୁମିମଃନ୍କେ ବଃୟା ବଃଲି ସେମଃନ୍ ନଃକ୍ଉତି କି ? 24 ମଃତର୍ ଜଦି ସଃବୁଲକ୍ ବାବ୍ବାଣି କଃଉତି, ଆର୍ ଗଟ୍ ଅଃବିସ୍ୱାସି କି ଜେସେ ଆସେଦ୍, ତଃବେ ସେ ସଃବୁଲକାର୍ ତଃୟ୍ ଦସି ବଃଲି ଜାଣା ହଃଳେଦ୍, ସଃବୁ ଲକାର୍ ତଃୟ୍ ବୁଜୁକ୍ ଅୟ୍ଦ୍ । 25 ତାର୍ ଗଃର୍ବାର୍ ଗୁପ୍ତ୍ କଃତା ଜାଣାହଃଳ୍ଲେକ୍, “ସେତି ସେ ମୁଣ୍ଡ୍ୟା ମାରେଦ୍ ଆର୍ ଇସ୍ୱର୍ ଜେ ବାୟ୍ଦ୍ରେ ତୁମିମଃନାର୍ ବିତ୍ରେ ଆଚେ,” ଇତି କୟ୍କଃରି ତାକେ ସେବା କଃରେଦ୍ ।
36 କାୟ୍ରି ଇସ୍ୱରାର୍ କଃତା କାୟ୍ ତୁମିମଃନ୍କାର୍ ତଃୟ୍ହୁଣି ବାରାୟ୍ ଆସି ଆଚେ ? କି ଅଃବ୍କା ତୁମିମଃନ୍କାର୍ ତଃୟ୍ ଆସିଆଚେ ? 37 କେ ଜଦି ନିଜ୍କେ ବାବ୍ବାଦି କି ଆତ୍ମା ଦିଲାର୍ ଗିନେ ବଃଲି ବାବେଦ୍, ତଃନ୍ଅଲେ ତୁମିମଃନ୍କେ ଜୁୟ୍ଜୁୟ୍ରି ଲେକୁଲେ, ସେରିମଃନ୍ ଜେ ମାପ୍ରୁର୍ ନିକ, ବିଦି ଇରି ସେ ଜାଣ । 38 ମଃତର୍ ସେ ଜଦି ଇ ସଃବୁ କଃତାକ୍ ମଃନ୍ ନଃଦେୟ୍, ତଃବେ ତୁମି ହେଁ ତାକେ ମଃନ୍ ଦିଆସ୍ ନାୟ୍ ।
39 ଇତାକ୍ ଏ ମର୍ ବାୟ୍ ବେଣିମଃନ୍, ଇସ୍ୱରାର୍ କବୁର୍ କଃଉଁକେ ମୁଳ୍କଃରି ଲାଗିହଃଳି ରିଆ; ଆର୍ ହଃର୍ ବାସାୟ୍ କଃତା କଃଉଁକେ ତେବାଉଆ ନାୟ୍ । 40 ମଃତର୍ ସଃବୁ କଃତା ଟିକ୍ବାବେ ସୁଦାରି କଃରି କଃରା ଅଃଉଅ ।
<- ୧ କରନ୍ତି 13୧ କରନ୍ତି 15 ->